ତ୍ୱଚାରେ ଆଲର୍ଜି କାହିଁକି ହୋଇଥାଏ? | Dr T Sundar Sahoo on Skin Allergy in Odia | Symptoms & Treatment

ତ୍ୱଚାରେ ଆଲର୍ଜି କାହିଁକି ହୋଇଥାଏ? | Dr T Sundar Sahoo on Skin Allergy in Odia | Symptoms & Treatment

#SkinAllergy #OdiaHealthTips #DoctorAdvice

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ଆଲର୍ଜିର ଶିକାର ହୋଇଥିବେ, କୌଣସି ଖାଦ୍ୟ ଯୋଗୁଁ ହେଉଥାଉ ବା ଧୂଳି, ମେଡିସିନ୍‌ ତଥା ଏମିତି କୌଣସି ବସ୍ତୁ ଯୋଗୁଁ ତ୍ୱଚାରେ ଆଲର୍ଜି ହୋଇଥାଏ। ତେବେ ଏହାର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଟି ସୁନ୍ଦର ସାହୁ ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଆଲର୍ଜି କାହିଁକି ହୋଇଥାଏ? (0:00)
ତ୍ୱଚାରେ ଆଲର୍ଜି ହେଲେ କ’ଣ ଲକ୍ଷଣ ଦେଖାଦିଏ? (2:42)
ଆଲର୍ଜିକୁ ଚିହ୍ନିବେ କିପରି? (4:17)
ମନାଇଛା ମେଡିସିନ୍ ଖାଆନ୍ତୁ ନାହିଁ (8:45)
ଆଲର୍ଜିର ଚିକିତ୍ସା (9:39)

Everyone in their lives has been allergic to it, whether it be due to food or dust, medicine, or anything else. Skin rashes can have causes that aren't due to underlying diseases. How to treat it? Let's know more from Dr T Sundar Sahoo, a Dermatologist.

In this Video,

Causes of Allergy (0:00)
Symptoms of Skin Allergy (2:42)
How to identify allergies? (4:17)
Don't eat medicine without consulting doctor (8:45)
Treatment of Allergy (9:39)

ଏହି ଭିଡିଓରେ ଦେଖନ୍ତୁ,

charma kemiti rahiba sustha
skin re allergy kahinki huye?
skin kemiti rakhibe healthy?
healthy skin payeen tips
skin kemiti rahiba sustha?
skin allergy kamiba kemiti?
skin ra jatna kemiti nebe?
skin glow kemiti kariba?

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at hello@odicast.com

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Swasthya PlusHealthFitness

Post a Comment

0 Comments